Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: କଳାମାଟି ଏକଲବ୍ଯ ଆଦର୍ଶ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା

ଦେବଗଡ଼ ଜିଲ୍ଲା କଳାମାଟି ଏକଲବ୍ଯ ଆଦର୍ଶ ବିଦ୍ୟାଳୟରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ଚାଇଲ୍ଡଲାଇନ ଓ ଗୃହ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଶିଶୁ ସୁରକ୍ଷା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଉଦଘାଟନ କରି ଶିଶୁ ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ, ଦେବଗଡ ଆଦର୍ଶ ଥାନାର ମହୀଳା ଓ ଶିଶୁ ଡେକ୍ସ ଅଧିକାରୀଣୀ ତଥା ଏଏସ୍‌ଆଇ ଲକ୍ଷ୍ମୀପ୍ରିୟା ସାହୁ ନିଜ ନିଜର ବକ୍ତଵ୍ୟ ରଖିଥିଲେ ।

MORE NEWS

ଦେବଗଡ: କଳାମାଟି ଏକଲବ୍ଯ ଆଦର୍ଶ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା - Debagarh News