#କଂଗ୍ରେସକୁ_ଘାରିଛି_ଡବଲ_ପଦବୀ_ନିଶା
#କେମିତି_ବା_ଘାରିବ_ନାହିଁ_ଡବଲ_ଇଞ୍ଜିନ_ସରକାର_ସହ_ପ୍ରତିଦ୍ୱନ୍ଦୀତା_କରିବା_ପାଇଁ_ହେଲେ_ନିହାତି_ଭାବେ_ଡବଲ_ ପଦବୀ_ଦରକାର_ଏଥିରେ ସନ୍ଦେହ ନାହିଁ ?
ହେଲେ ପ୍ରଶ୍ନ କଲେ ଜିଲ୍ଲା ସଭାପତି କାଗଜ ପଢ଼ି ଦସ୍ତଖତ ମୋହର ମାରିଛନ୍ତି ତ?
ବିସିସି (ବ୍ଲକ କଂଗ୍ରେସ କମିଟି) ର ଟିମ ଗଠନ, ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଛିଣ୍ଡିବ ତ ଅଙ୍କ ? ଗ୍ରହଣ କରିବେ ତ ବଡ଼ଚଣା ଭୋଟର ? ସଭାପତିଙ୍କ ନେତୃତ୍ୱ ସୋସିଆଲ ମିଡିଆରୁ ସୋସିଆଲ ସେକ୍ଟରକୁ ହେଇ ପାରିବ ତ ରୂପାନ୍ତରିକରଣ ?
#JajpurCongress
#MaguniJena
#BadachanaCongress
#ChinmayaPradhan
#Ajaykumarsamal
#Sudhnsusekhardeo
#Subhandumohanty
#Rabindrajena
#BadachnaVoter
#Jajpur
#Barchana
#Chandikhol
#SocialMediaTrend
#AsmitaKhabar
Jajapur, Jajpur | Jul 3, 2026