କଳାହାଣ୍ଡି: ଥୁଆମୂଳ ରାମପୁରରେ ବଡ଼ ମିଶ୍ରଣ ପର୍ବ: ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ କର୍ମୀ
Kalahandi, Kalahandi | Oct 18, 2026
ଥୁଆମୂଳ ରାମପୁର ବ୍ଲକରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ। ଦଳ ଛାଡି ବିଜେପିରେ ସାମିଲ ହେଲେ ବହୁ କର୍ମୀ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ବଦଳାଇଲେ ନେତା ଓ କର୍ମୀ।