Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Iyc
Bollywood
दिल्ली
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଝାରସୁଗୁଡା: ଆସନ୍ତା ନଭେମ୍ବର ୨୯ ରେ ଡ଼ିଏମଫ ସମ୍ମିଳନୀ କକ୍ଷଠାରେ ଏକ ନିଯୁକ୍ତି ମେଳା ଆୟୋଜିତ ହେବା ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

Jharsuguda, Jharsuguda | Nov 27, 2025
ଆସନ୍ତା ନଭେମ୍ବର ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷଠାରେ ଏକ ନିଯୁକ୍ତି ମେଳା ଆୟୋଜିତ ହେବା ନେଇ ଆଜି ସଂଧ୍ୟା ସାତଟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ନିଯୁକ୍ତି ମେଳା ଆସନ୍ତା ନଭେମ୍ବର ୨୯ ତାରିଖ ଶନିବାର ଦିନ ସକାଳ ସାଢେ ଦଶଟା ସମୟରୁ ଦିନ ତିନିଟା ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ଦଶମ ଦ୍ଵାଦଶ ଆଇଟିଆଇ ଡିପ୍ଲୋମା ଗ୍ରାଜୁଏସନ ଆଦି ଯୋଗ୍ୟତା ଥିବା ଆଶାୟୀ ଅଂଶଗ୍ରହଣ କରିପାରିବେ।

MORE NEWS

ମୃତ ଭାବି କୂଅରେ ଫିଙ୍ଗିଦେଲେ !
୪ ଦିନ ପରେ ଜୀବନ୍ତ ଉଦ୍ଧାର
#Bargarh #Bijepur #WellRescue #OdishaNews #BreakingNews #ViralNews #RescueOperation #LifeAndDeath #Odisha #NFTVNews #BargarhNews #OdiaNews #LatestNews #ViralVideo #HumanInterestStory #FireService #PoliceInvestigation #TrendingNews #OdishaBreaking #NewsUpdate

ମୃତ ଭାବି କୂଅରେ ଫିଙ୍ଗିଦେଲେ ! ୪ ଦିନ ପରେ ଜୀବନ୍ତ ଉଦ୍ଧାର #Bargarh #Bijepur #WellRescue #OdishaNews #BreakingNews #ViralNews #RescueOperation #LifeAndDeath #Odisha #NFTVNews #BargarhNews #OdiaNews #LatestNews #ViralVideo #HumanInterestStory #FireService #PoliceInvestigation #TrendingNews #OdishaBreaking #NewsUpdate

Jharsuguda, Jharsuguda | Jun 11, 2026

ସମ୍ବଲପୁରରେ ମୃତ୍ୟୁର ତାଣ୍ଡବ !କିଲର ସଫାରୀ ନେଲା ବାପା-ଝିଅଙ୍କ ଜୀବନ I
ମଧ୍ୟରାତ୍ରୀରେ ଶଙ୍କରମଠ ଛକରେ ଘଟିଲା ହୃଦୟବିଦାରକ ଦୁର୍ଘଟଣା। ବେପରୁଆ ସଫାରୀର ଧକ୍କାରେ ଚାଲିଗଲା ବାପା ଓ ୫ ବର୍ଷର କୁନି ଝିଅର ଜୀବନ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା 
#Sambalpur #SambalpurAccident #KillerSafari #RoadAccident #BreakingNews #OdishaNews #Dhanupali #Shankarmath #FatherDaughter #FatalCrash #OdiaNews #NewsUpdate #AccidentNews #ViralNews #NFtvMedia #OdishaBreakingNews #RoadSafety #LatestNews #SambalpurCity #OdishaUpdates

ସମ୍ବଲପୁରରେ ମୃତ୍ୟୁର ତାଣ୍ଡବ !କିଲର ସଫାରୀ ନେଲା ବାପା-ଝିଅଙ୍କ ଜୀବନ I ମଧ୍ୟରାତ୍ରୀରେ ଶଙ୍କରମଠ ଛକରେ ଘଟିଲା ହୃଦୟବିଦାରକ ଦୁର୍ଘଟଣା। ବେପରୁଆ ସଫାରୀର ଧକ୍କାରେ ଚାଲିଗଲା ବାପା ଓ ୫ ବର୍ଷର କୁନି ଝିଅର ଜୀବନ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା #Sambalpur #SambalpurAccident #KillerSafari #RoadAccident #BreakingNews #OdishaNews #Dhanupali #Shankarmath #FatherDaughter #FatalCrash #OdiaNews #NewsUpdate #AccidentNews #ViralNews #NFtvMedia #OdishaBreakingNews #RoadSafety #LatestNews #SambalpurCity #OdishaUpdates

Jharsuguda, Jharsuguda | Jun 11, 2026

NEET PAPER LEAK: Kanhaiya Kumar Questions Silence Over Exam Scam
❝ Pariksha Pe Charcha Karte Hain... ❞
❝ Paper Leak Pe Chup Kyun...? ❞

#NEET #NEETPaperLeak #KanhaiyaKumar #PaperLeak #NEETScam #News #Breaking #Trending #Viral #Politics #India #Reels #Shorts #Students #Exam #Update #NFTV :::

NEET PAPER LEAK: Kanhaiya Kumar Questions Silence Over Exam Scam ❝ Pariksha Pe Charcha Karte Hain... ❞ ❝ Paper Leak Pe Chup Kyun...? ❞ #NEET #NEETPaperLeak #KanhaiyaKumar #PaperLeak #NEETScam #News #Breaking #Trending #Viral #Politics #India #Reels #Shorts #Students #Exam #Update #NFTV :::

Jharsuguda, Jharsuguda | Jun 11, 2026