Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ହିନ୍ଦୋଳ: ନୁଆପାଟଣା ଗ୍ରାମରେ ଶରତ ରାସ ଉତ୍ସବରେ ଅଘୋରି ନୃତ୍ୟରେ କମ୍ପୁଛି ଗାଁ

Hindol, Dhenkanal | Nov 5, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆପାଟଣା ଗ୍ରାମରେ ଶରତ ରାସ ଉତ୍ସବ ଦିର୍ଘବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । 108 ତମ ପାରମ୍ପରିକ ଶରତ ରାସ ଅବସରରେ ଆଜି ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା I ଏହି ଶୋଭାଯାତ୍ରାରେ ଅଘୋରୀ ନୃତ୍ୟ ବିଶେଷ ଭାବରେ ଆକର୍ଷଣ ହୋଇଥିଲା | ଏହା ସହିତ ବିଭିନ୍ନ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଗ୍ରାମ ପରୀକ୍ରମ କରାଯିବା ସହ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରିଛନ୍ତି।