ଜଳେଶ୍ବର: ନଭେମ୍ବର 26 ରେ ବାଲେଶ୍ଵରରେ ବ୍ୟାପକ ଆନ୍ଦୋଳନ ପାଇଁ କୃଷକ ସଭାର ଡାକରା
ନଭେମ୍ବର 26 ରେ ହେବାକୁ ଥିବା ଆନ୍ଦୋଳନକୁ ବାଲେଶ୍ଵରରେ ସଫଳ କରିବାକୁ ଓଡ଼ିଶା କୃଷକ ସଭାର ନିଷ୍ପତ୍ତି। ଦରଦାମ୍ ବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷି ଋଣ ଛାଡ଼ ଭଳି ବିଭିନ୍ନ ଦାବି ନେଇ ଜିଲ୍ଲା କମିଟିରେ ହେଲା ବୈଠକ।