ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ରକ୍ତ କେନ୍ଦ୍ର ଠାରେ ବିଶାଳ ରକ୍ତଦାନ ଶିବିର ଉଦଘାଟିତ, ଯୋଗଦେଲେ ପୂର୍ବାଞ୍ଚଳ ଡିଆଇଜି
ରବିବାର ପୂର୍ବାହ୍ନ ୧୧ ଟା ସମୟରେ ବାଲେଶ୍ୱର ଜିଲ୍ଲା ରକ୍ତ କେନ୍ଦ୍ର ଠାରେ ଦୈନିକ ପତ୍ରିକା ସମାଜ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା,ବାଲେଶ୍ଵର ପୌରଧ୍ୟକ୍ଷା ସବିତା ସାହୁ ପ୍ରମୁଖ।ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।