ଡକ୍ଟର ଯଦୁନାଥ କଲେଜରେ ସାଇବର ସଚେତନତା ସଭା: ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
Baleshwar, Balasore | Nov 7, 2026
ରସାଳପୁର ଡକ୍ଟର ଯଦୁନାଥ କଲେଜରେ ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ସାଇବର ଅପରାଧ ସଚେତନତା ସଭା ଅନୁଷ୍ଠିତ। ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ସୁରକ୍ଷା ଓ ଠକେଇରୁ ବର୍ତ୍ତିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ।