#ଝିମିଟି_ଖେଳରୁ_ମହାଭାରତ ।
ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ରାଇବଣିଆ ଗ୍ରାମ ର ଟିକି ଘଡେଇ ଙ୍କ ପିଲା ଏବଂ ପଡୋଶୀ ପୂର୍ଣ୍ଣିମା ପରିଡା ଙ୍କ ପିଲା ଖେଳୁଥିବା ବେଳେ ଝଗଡା ଲାଗିଥିଲେ. ଘଟଣା କୁ ନେଇ ପୂର୍ଣ୍ଣିମା ଙ୍କ ସ୍ୱାମୀ ରାମଚନ୍ଦ୍ର ରାତି ଦଶଟା ସମୟରେ ଟିକି ଘଡେଇ ଙ୍କୁ ଘରୁ ଘୋଷାରି ବାଡେଇ ଥିବା ରାଇବଣିଆ ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ଚୁପ ରହିଛି !
Mahima TV Janata darapana odisha Rajesh Giri Ajit Kumar Sahoo Journalist
#spbalasore #Raebaniapolice
Basta, Balasore | Aug 3, 2026