Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

MORE NEWS

#ଛାଡିଯାଇଛି_ବନ୍ୟା_ଜଳ ।
#ତଳିପଚି_ସବୁ_ନଷ୍ଟ !
#ଚିନ୍ତାରେ_ଚାଷୀ_କୁଳ।

Mahima TV Ajit Kumar Sahoo Journalist Rajesh Behera Dinabandhu Pradhan Janata darapana odisha

#ଛାଡିଯାଇଛି_ବନ୍ୟା_ଜଳ । #ତଳିପଚି_ସବୁ_ନଷ୍ଟ ! #ଚିନ୍ତାରେ_ଚାଷୀ_କୁଳ। Mahima TV Ajit Kumar Sahoo Journalist Rajesh Behera Dinabandhu Pradhan Janata darapana odisha

Basta, Balasore | Aug 4, 2026

#ଝିମିଟି_ଖେଳରୁ_ମହାଭାରତ । 

ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ରାଇବଣିଆ ଗ୍ରାମ ର ଟିକି ଘଡେଇ ଙ୍କ ପିଲା ଏବଂ ପଡୋଶୀ ପୂର୍ଣ୍ଣିମା ପରିଡା ଙ୍କ ପିଲା ଖେଳୁଥିବା ବେଳେ ଝଗଡା ଲାଗିଥିଲେ. ଘଟଣା କୁ ନେଇ ପୂର୍ଣ୍ଣିମା ଙ୍କ ସ୍ୱାମୀ ରାମଚନ୍ଦ୍ର ରାତି ଦଶଟା ସମୟରେ ଟିକି ଘଡେଇ ଙ୍କୁ ଘରୁ ଘୋଷାରି ବାଡେଇ ଥିବା ରାଇବଣିଆ ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ଚୁପ ରହିଛି !
Mahima TV Janata darapana odisha Rajesh Giri Ajit Kumar Sahoo Journalist 
#spbalasore #Raebaniapolice

#ଝିମିଟି_ଖେଳରୁ_ମହାଭାରତ । ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ରାଇବଣିଆ ଗ୍ରାମ ର ଟିକି ଘଡେଇ ଙ୍କ ପିଲା ଏବଂ ପଡୋଶୀ ପୂର୍ଣ୍ଣିମା ପରିଡା ଙ୍କ ପିଲା ଖେଳୁଥିବା ବେଳେ ଝଗଡା ଲାଗିଥିଲେ. ଘଟଣା କୁ ନେଇ ପୂର୍ଣ୍ଣିମା ଙ୍କ ସ୍ୱାମୀ ରାମଚନ୍ଦ୍ର ରାତି ଦଶଟା ସମୟରେ ଟିକି ଘଡେଇ ଙ୍କୁ ଘରୁ ଘୋଷାରି ବାଡେଇ ଥିବା ରାଇବଣିଆ ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ଚୁପ ରହିଛି ! Mahima TV Janata darapana odisha Rajesh Giri Ajit Kumar Sahoo Journalist #spbalasore #Raebaniapolice

Basta, Balasore | Aug 3, 2026

#ଓକିଲ_କ୍ଲର୍କ_କୁ_ଆକ୍ରମଣ । 
ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ଥାନା ରେ ଏତେଲା ।
#newsfeed #BreakingNews #Odisha #attack #BASTA #balasore 
Mahima TV CMO Odisha

#ଓକିଲ_କ୍ଲର୍କ_କୁ_ଆକ୍ରମଣ । ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ଥାନା ରେ ଏତେଲା । #newsfeed #BreakingNews #Odisha #attack #BASTA #balasore Mahima TV CMO Odisha

Basta, Balasore | Aug 2, 2026