Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ବଲାଙ୍ଗୀର: ଗାନ୍ଧୀ ଷ୍ଟେଡିୟମରେ ଭବ୍ୟ ଭାବେ ଆରମ୍ଭ ୬୯ତମ ରାଜ୍ୟ ସ୍କୁଲ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା

Balangir, Balangir | Nov 27, 2025
ଗାନ୍ଧୀ ଷ୍ଟେଡିୟମରେ ଆରମ୍ଭ ୬୯ତମ ରାଜ୍ୟ ସ୍କୁଳ କ୍ରୀଡା ପ୍ରତିଯୋଗିତା” ଆଜି ଗାନ୍ଧୀ ଷ୍ଟେଡିୟମରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତାର ଭବ୍ୟ ଭାବେ ଉଦଘାଟନ ହେଇଥିଲା। ୨୭ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଲାଙ୍ଗୀରର ବିଭିନ୍ନ ଖେଳ ପଡ଼ିଆରେ ଏହି ପ୍ରତିଯୋଗିତା ଚାଲିବ। ଏହି କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାପାଳ କହିଛନ୍ତି— “ଯୁବ ଖେଳାଳିମାନଙ୍କ ପାଇଁ ବଲାଙ୍ଗୀର ଆଜି ଏକ ବିଶାଳ ମଞ୍ଚ ହେବାକୁ ଯାଉଛି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଆୟୋଜନରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଆଗକୁ ବଢ଼ିବ।