Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହର ଷ୍ଟେସନ ବଜାରର ସର୍କିଟ ହାଉସ ସମ୍ମୁଖରେ ଦୁଇ ବାଇକ୍ ଦୁର୍ଘଟଣାଗ୍ରସ୍ଥ ୨ ଜଣ ଗୁରୁତର

ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ଟା ସମୟରେ ବାରିପଦା ସହର ର ଷ୍ଟେସନ ବଜାର ସ୍ଥିତ ସର୍କିଟ ହାଉସ ସମ୍ମୁଖରେ KTM ଓ ପଲସର୍ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ହୋଇଛି। ତେବେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ନେଇ ଜଣାପଡିଛି।