ପାଟକୁରା: ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ରତିକାନ୍ତ କାନୁନଗୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେବା ପରେ ପାଟକୁରାରେ ଯୁବ ନେତା ରତିକାନ୍ତ କାନୁନଗୋଙ୍କୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା। ଚାନ୍ଦୋଳ ଠାରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର କର୍ମୀ।