Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି କୁ ସବଡିଭିଜନ ରୂପେ ଘୋଷଣା କରିବା ଐତିହାସିକ ଆବଶ୍ୟକତା ଦାବି ନେଇ ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ର ଦାବି

ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁ ସବଡିଭିଜନ ଘୋଷଣା କରିବା ଐତିହାସିକ ଆବଶ୍ୟକତା ଦାବି ନେଇ ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବରିଷ୍ଠ ନାଗରିକ ସଂଘ ର ସଭାଗୃହ ରେ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।ଦିଜବର ରାଉତ ଙ୍କ ସଭାପତିତ୍ବରେ ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସମସ୍ତ ରାଜନୈତିକ ଦଳ ର ନେତୃବୃନ୍ଦ ଓ ଚାନ୍ଦବାଲି ଅଞ୍ଚଳ ର ବୁଦ୍ଧିଜିବୀ ଙ୍କ ସମେତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଆଜି ଦିନ ୧୨ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

MORE NEWS

"ଦେଶମାତୃକାର ସେବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ !" 🇮🇳🫡

ଆଜି ଦେଖନ୍ତୁ ଏକ ଅତ୍ୟନ୍ତ ପ୍ରେରଣାଦାୟକ ସାକ୍ଷାତକାର କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ୍ RCN ODIA ରେ। ଆମ ସହ ସ୍ୱତନ୍ତ୍ର ଆଲୋଚନାରେ ଯୋଗ ଦେଇଛନ୍ତି ଅନୁଭବୀ ତଥା ଦକ୍ଷ NCC କମାଣ୍ଡର ସୁଦୀପ ସାହୁ।

ଛାତ୍ର ଜୀବନରେ ଶୃଙ୍ଖଳା କାହିଁକି ଜରୁରୀ? ଯୁବପିଢ଼ି କିପରି ଦେଶ ଗଠନରେ ସାମିଲ ହୋଇପାରିବେ? ଆସନ୍ତୁ ଶୁଣିବା ତାଙ୍କରି ମୁଖରୁ।

👇 ସମ୍ପୂର୍ଣ୍ଣ ଆଲୋଚନା ଦେଖିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ:
🔗 https://youtu.be/IrLlRuuEKVo

ଆପଣଙ୍କ ଅମୂଲ୍ୟ ମତାମତ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ!

#RCNMedia #RCNODIA #Odisha #NCC #NationalCadetCorps #Inspiration #OdiaNews

"ଦେଶମାତୃକାର ସେବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ !" 🇮🇳🫡 ଆଜି ଦେଖନ୍ତୁ ଏକ ଅତ୍ୟନ୍ତ ପ୍ରେରଣାଦାୟକ ସାକ୍ଷାତକାର କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ୍ RCN ODIA ରେ। ଆମ ସହ ସ୍ୱତନ୍ତ୍ର ଆଲୋଚନାରେ ଯୋଗ ଦେଇଛନ୍ତି ଅନୁଭବୀ ତଥା ଦକ୍ଷ NCC କମାଣ୍ଡର ସୁଦୀପ ସାହୁ। ଛାତ୍ର ଜୀବନରେ ଶୃଙ୍ଖଳା କାହିଁକି ଜରୁରୀ? ଯୁବପିଢ଼ି କିପରି ଦେଶ ଗଠନରେ ସାମିଲ ହୋଇପାରିବେ? ଆସନ୍ତୁ ଶୁଣିବା ତାଙ୍କରି ମୁଖରୁ। 👇 ସମ୍ପୂର୍ଣ୍ଣ ଆଲୋଚନା ଦେଖିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ: 🔗 https://youtu.be/IrLlRuuEKVo ଆପଣଙ୍କ ଅମୂଲ୍ୟ ମତାମତ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ! #RCNMedia #RCNODIA #Odisha #NCC #NationalCadetCorps #Inspiration #OdiaNews

Bhadrak Rural, Bhadrak | Jun 9, 2026

ଭଦ୍ରକ ରାଣୀତାଲ ଓଭର ବ୍ରିଜ ତଳକୁ ଖସି ପଡିଲା ମାଛ ଗାଡି | RCN ODIA
#bhadrak #ranital #Accident #BreakingNews #RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

ଭଦ୍ରକ ରାଣୀତାଲ ଓଭର ବ୍ରିଜ ତଳକୁ ଖସି ପଡିଲା ମାଛ ଗାଡି | RCN ODIA #bhadrak #ranital #Accident #BreakingNews #RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

Bhadrak Rural, Bhadrak | Jun 9, 2026

ଭଦ୍ରକ: #ଆସୁ_ଇଭି_ଗାଡ଼ି_ନେଲେ_ମିଳୁଛି_AC, ଏଇଗ୍ରାହକ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରୁଣ କଲା,ASHU EV Yakuza କମ୍ପାନୀ// କିଣିଥିଲେ ଗାଡ଼ି ମାଗଣାରେ ପାଇଗଲେ AC// ଏହି ଅଫର୍ ସରିନାହିଁ ପୁଣି ଗାଡ଼ି କିଣି ପାଇପାରିବେ BPL AC।

ଭଦ୍ରକ: #ଆସୁ_ଇଭି_ଗାଡ଼ି_ନେଲେ_ମିଳୁଛି_AC, ଏଇଗ୍ରାହକ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରୁଣ କଲା,ASHU EV Yakuza କମ୍ପାନୀ// କିଣିଥିଲେ ଗାଡ଼ି ମାଗଣାରେ ପାଇଗଲେ AC// ଏହି ଅଫର୍ ସରିନାହିଁ ପୁଣି ଗାଡ଼ି କିଣି ପାଇପାରିବେ BPL AC।

Bhadrak Rural, Bhadrak | Jun 8, 2026