ଅନୁଗୋଳ: ଅସୁସ୍ଥ ରଜନୀକାନ୍ତ ସିଂହଙ୍କୁ ଭେଟିଲେ ସୁଜାତା ରାଉତ କାର୍ତ୍ତିକେଆନ୍
Anugul, Angul | Oct 23, 2026 ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସୁଜାତା ରାଉତ କାର୍ତ୍ତିକେଆନ୍ ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି।