Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଜୟପୁର: :ଜୟପୁର ସଦରଥାନା ଅନ୍ତର୍ଗତ ଓମଫେଡ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

Jeypore, Koraput | Nov 4, 2025
ଜୟପୁର ସଦରଥାନା ଅନ୍ତର୍ଗତ ଓମଫେଡ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବାଙ୍କବିଜା ଗ୍ରାମର ସ˚ଗ୍ରାମ ପଟ୍ଟନାୟକ । ମୃତକଙ୍କ ବାପା ଶିବ ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ତାଙ୍କ ପୁଅ ସ˚ଗ୍ରାମ ମେଡିକାଲରେ କାମ କରୁଥିଲେ। କାମ ସାରି ରାତି ନିଜ ଘର ବାଙ୍କବିଜାକୁ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା। ଜିଲ୍ଲା ଚିକିତ୍ସାଳୟକୁ ନେବା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ପୋଲିସ ମୃତଦେହର ଶବବ୍ୟବଚ୍ଛେଦ କରି ହସ୍ତାନ୍ତର କରିଥିବା ରାତ୍ର 8 ଟାରେ ସଦରଥାନ ଅଧିକାରୀ ସୂଚନା ଦେଇଛନ୍ତି l

MORE NEWS