ଦେବଗଡ: ଦେବଗଡ଼ରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 'ସେବା ଜ୍ୟୋତି ଯାତ୍ରା'
ଦେବଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଦିବସ ପାଳନ ପରିପ୍ରେକ୍ଷୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 'ସେବା ଜ୍ୟୋତି ଯାତ୍ରା'। ଏହି ଯାତ୍ରାରେ ୪ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଓ ବିଭିନ୍ନ ବିଭାଗର କର୍ମଚାରୀ ସାମିଲ ହେବେ।