Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand

ଭଦ୍ରକ ଗ୍ରାମାଞ୍ଚଳ: ନିଟ ପରୀକ୍ଷା ରେ ବିଫଳ ପାଇଁ ଛାତ୍ର ଙ୍କ ଆତ୍ମହତ୍ୟା ଘଟଣା ରେ ପ୍ରତିକ୍ରିୟା ରଖିଲେ ମାଉସୀ

MORE NEWS

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଘରର ସମସ୍ତ ଅସବାବପତ୍ର ଜିନ୍ସପାତୀ ସାଳନ୍ଦୀ ନଦୀରେ ବନ୍ୟା ପାଣି ରେ ବୁଡି ରହିଛି । ଭଦ୍ରକ ପୌରାଞ୍ଚଳର ୮ରୁ ଅଧିକ ୱାର୍ଡ଼ ଜଳଘେରରେ। ବେଶୀ ଖେତିଗ୍ରସ୍ତ ହୋଇଚି ୨୨,୨୫,୨୬,୨୭,୨୮ନମ୍ବର ୱାର୍ଡ଼ ।
#citykhabarbhadrak

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଘରର ସମସ୍ତ ଅସବାବପତ୍ର ଜିନ୍ସପାତୀ ସାଳନ୍ଦୀ ନଦୀରେ ବନ୍ୟା ପାଣି ରେ ବୁଡି ରହିଛି । ଭଦ୍ରକ ପୌରାଞ୍ଚଳର ୮ରୁ ଅଧିକ ୱାର୍ଡ଼ ଜଳଘେରରେ। ବେଶୀ ଖେତିଗ୍ରସ୍ତ ହୋଇଚି ୨୨,୨୫,୨୬,୨୭,୨୮ନମ୍ବର ୱାର୍ଡ଼ । #citykhabarbhadrak

Bhadrak Rural, Bhadrak | Jul 30, 2026

ଭଦ୍ରକ: ଏରେଇଁ ପଞ୍ଚାୟତରେ ବର୍ଷାପାଣିରେ ବୁଡ଼ି ୨ ବର୍ଷର ଶିଶୁ କନ୍ୟାର ଅକାଳ ବିୟୋଗ ଖବର ପାଇ ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଭଦ୍ରକ ବିଧାୟକ।  
#citykhabarbhadrak

ଭଦ୍ରକ: ଏରେଇଁ ପଞ୍ଚାୟତରେ ବର୍ଷାପାଣିରେ ବୁଡ଼ି ୨ ବର୍ଷର ଶିଶୁ କନ୍ୟାର ଅକାଳ ବିୟୋଗ ଖବର ପାଇ ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଭଦ୍ରକ ବିଧାୟକ। #citykhabarbhadrak

Bhadrak Rural, Bhadrak | Jul 30, 2026

ଭଦ୍ରକ: ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ। ଭଦ୍ରକ ପୌରାଞ୍ଚଳର ୮ରୁ ଅଧିକ ୱାର୍ଡ଼ ଜଳଘେରରେ। ଅଧିକ ଖେତିଗ୍ରସ୍ତ ହୋଇଚି ୨୧,୨୨,୨୫,୨୬,୨୭,୨୮ନମ୍ବର ୱାର୍ଡ଼ । 
#citykhabarbhadrak

ଭଦ୍ରକ: ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ। ଭଦ୍ରକ ପୌରାଞ୍ଚଳର ୮ରୁ ଅଧିକ ୱାର୍ଡ଼ ଜଳଘେରରେ। ଅଧିକ ଖେତିଗ୍ରସ୍ତ ହୋଇଚି ୨୧,୨୨,୨୫,୨୬,୨୭,୨୮ନମ୍ବର ୱାର୍ଡ଼ । #citykhabarbhadrak

Bhadrak Rural, Bhadrak | Jul 30, 2026

ଭଦ୍ରକ ଗ୍ରାମାଞ୍ଚଳ: ନିଟ ପରୀକ୍ଷା ରେ ବିଫଳ ପାଇଁ ଛାତ୍ର ଙ୍କ ଆତ୍ମହତ୍ୟା ଘଟଣା ରେ ପ୍ରତିକ୍ରିୟା ରଖିଲେ ମାଉସୀ - Bhadrak Rural News