Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
बीजेपी
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी

ଢେଙ୍କାନାଳ ସଦର: କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

MORE NEWS

ବଡମ୍ବା ବ୍ଲକ ଅନ୍ତର୍ଗତସନ୍ତରାବାଳୀ ପଞ୍ଚାୟତର ସରପଞ୍ଚସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ଗୁଳିମାଡ଼ ପୋଲିସ କରୁଛି ତଦନ୍ତ 
ବଡମ୍ବା ବ୍ଲକ ଅନ୍ତର୍ଗତ ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ମିତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଙ୍କୁ ଗୁଳିମାଡ଼ ହୋଇଛି |  ମାଣିଆବନ୍ଧ  ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିତା ଜେନା ଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା କୁଆଁରପାଳ ଛକରେ ତାଙ୍କ ପୁଅ ସହିତ ସେଲୁନ ଯାଇଥିବାବେଳେ ଦୁବୃର୍ତ୍ତ ଙ୍କ ଅତର୍କିତ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାଇ ୩ ଦୁର୍ବୃତ୍ତ ବାଇକରେ ଆସି ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣା ସ୍ଥଳରୁ ପଳାଇଛନ୍ତି | ଖବର ପାଇ ଘଟଣାସ୍ଥଳରେ ବଡମ୍ବା ପୋଲିସର ଛାନ୍‌ଭିନ୍ ଆରମ୍ଭ ହୋଇଥିବା ବେଳେ ଶ୍ରୀକାନ୍ତ ଜେନା ଙ୍କୁ ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି #public #newsodiaodisha #badamba #facebookreelsviralviralシfypシ゚2026 #treding

ବଡମ୍ବା ବ୍ଲକ ଅନ୍ତର୍ଗତସନ୍ତରାବାଳୀ ପଞ୍ଚାୟତର ସରପଞ୍ଚସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ଗୁଳିମାଡ଼ ପୋଲିସ କରୁଛି ତଦନ୍ତ ବଡମ୍ବା ବ୍ଲକ ଅନ୍ତର୍ଗତ ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ମିତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଙ୍କୁ ଗୁଳିମାଡ଼ ହୋଇଛି | ମାଣିଆବନ୍ଧ ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିତା ଜେନା ଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା କୁଆଁରପାଳ ଛକରେ ତାଙ୍କ ପୁଅ ସହିତ ସେଲୁନ ଯାଇଥିବାବେଳେ ଦୁବୃର୍ତ୍ତ ଙ୍କ ଅତର୍କିତ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାଇ ୩ ଦୁର୍ବୃତ୍ତ ବାଇକରେ ଆସି ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣା ସ୍ଥଳରୁ ପଳାଇଛନ୍ତି | ଖବର ପାଇ ଘଟଣାସ୍ଥଳରେ ବଡମ୍ବା ପୋଲିସର ଛାନ୍‌ଭିନ୍ ଆରମ୍ଭ ହୋଇଥିବା ବେଳେ ଶ୍ରୀକାନ୍ତ ଜେନା ଙ୍କୁ ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି #public #newsodiaodisha #badamba #facebookreelsviralviralシfypシ゚2026 #treding

Dhenkanal Sadar, Dhenkanal | Jun 28, 2026

ମହିମାଗାଦି ବାବା ମାର୍କଣ୍ଡ ଦାସ🙏🏿#mahimagadi​
#jorandagadi​ 
#mahimadharma​ 
#shorts​ 
#newsodiaodisha
mahimaalekha​
alekhmahima​...

ମହିମାଗାଦି ବାବା ମାର୍କଣ୍ଡ ଦାସ🙏🏿#mahimagadi​ #jorandagadi​ #mahimadharma​ #shorts​ #newsodiaodisha mahimaalekha​ alekhmahima​...

Dhenkanal Sadar, Dhenkanal | Jun 28, 2026

#ବିଦ୍ଧିବଦ୍ଧ_ଭାବେ_ବିଜେଡିରେ_ଯୋଗଦାନ_କଲେ_ସୁଜାତା 
ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ଝିଅ ଶ୍ରୀମତୀ ସୁଜାତା ରାଉତ। ଆଜି, ଓଡିଶା ରାଜନୀତି ମଇଦାନରେ, ନାରୀଶକ୍ତିର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ। ଲୋକଙ୍କ ସେବାପାଇଁ ସଂକଳ୍ପ ଏବଂ ମାଟି ମା'ର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ବିଜେଡିରେ କରିଛନ୍ତି ଯୋଗଦାନ 

#SujataRout #SRK #BijuJanataDalOdisha #BJDOdisha

#ବିଦ୍ଧିବଦ୍ଧ_ଭାବେ_ବିଜେଡିରେ_ଯୋଗଦାନ_କଲେ_ସୁଜାତା ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ଝିଅ ଶ୍ରୀମତୀ ସୁଜାତା ରାଉତ। ଆଜି, ଓଡିଶା ରାଜନୀତି ମଇଦାନରେ, ନାରୀଶକ୍ତିର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ। ଲୋକଙ୍କ ସେବାପାଇଁ ସଂକଳ୍ପ ଏବଂ ମାଟି ମା'ର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ବିଜେଡିରେ କରିଛନ୍ତି ଯୋଗଦାନ #SujataRout #SRK #BijuJanataDalOdisha #BJDOdisha

Dhenkanal Sadar, Dhenkanal | Jun 26, 2026