Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana
image
image

କଟକ ଜଗତପୁର ଖଇରା ବ୍ରିଜ୍ କେନ୍ଦ୍ରାପଡ଼ା କେନାଲ ବନ୍ଧ ବାମ ପାର୍ଶ୍ଵ ରାସ୍ତାରେ ଯାଉଥିବା ବେଳେ ଆଜି ଭୋର୍ ସମୟରେ ଏକ ଧାନ ବିହନ ବୋଝେଇ ପିକଅପ୍ କେନାଲ ପାଣି ମଧ୍ୟକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ରକ୍ଷା ପାଇ ଯାଇଥିବାବେଳେ ଗାଡ଼ି ଓ ବୋଝେଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #PublicService Odisha New Odia Breaking News #aksident