ନର୍ଲା: ନର୍ଲା ଅଂଚଳର ବିଭିନ୍ନ କାର୍ତ୍ତିକ ମଣ୍ଡପ ରେ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ମଙ୍ଗଳବାର ଦିନ ରାତ୍ର ନଅ ଘଣ୍ଟା ସମୟରେ ନର୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ମଣ୍ଡପ ଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ଅନୁଷ୍ଟିତ ହେଉଥିବା ବେଳେ ଅଂଚଳରେ ସୁନ୍ଦର ବାତାବରଣ ରହିଛି