ନୀଳଗିରି: ନୀଳଗିରିର ଡୁମୁରିଆ ଗ୍ରାମରେ କରମ ପୂଜା: ଯୋଗ ଦେଲେ ବିଧାୟକ ସନ୍ତୋଷ ଖଟୁଆ
ନୀଳଗିରି ନିର୍ବାଚନ ମଣ୍ଡଳୀର ମାଟିଆଳୀ ପଞ୍ଚାୟତ ଡୁମୁରିଆ ଗ୍ରାମରେ ଆୟୋଜିତ ହୋଇଛି ପାରମ୍ପରିକ କରମ ପୂଜା। ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗ ଦେଇ ମା କରମସାନୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।