Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଦଳିବ ସାମ୍ବାଦିକ ସୁରକ୍ଷା ଆଇନ, ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ନିକଟ ଭବିଷ୍ୟତରେ ଓଡ଼ିଶା ସରକାର ଗୋଟିଏ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣନ୍ତୁ ଏବଂ ସେଥି ପାଇଁ ଯାହା ଆବଶ୍ୟକୀୟ ସେଥିପାଇଁ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲି ସେତିକି ନୁହେଁ ସାମ୍ବାଦିକମାନଙ୍କର ଅଧିକାର ସମେତ ସେମାନେ ନିଜ ଦାୟିତ୍ୱ ବିଷୟରେ ଜାଣିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଆକ୍ରିଡେସନ ଏକ ନିରନ୍ତନ୍ ପ୍ରକ୍ରିୟା ହୋଇଥିବା ବେଳେ ପ୍ରତିବର୍ଷ ସେ ଦିଗରେ କିଭଳି କାମ ହେବ ସେନେଇ ନୂଆ ସରକାର ସଚେତନ ଅଛନ୍ତି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଦଳିବ ସାମ୍ବାଦିକ ସୁରକ୍ଷା ଆଇନ, ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ - Bhubaneswar M Corp News