Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

#ମଦ_ଦୋକାନକୁ_ବିରୋଧ_କରି_ତାତିଲେ_ଲୋକେ ତାଲା ଭାଙ୍ଗି ଲୁଟିନେଲେ ମଦ ପେଟି ।ଯିଏ ଯେତେ ପାରିଲା ନେଇଗଲା ।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ(ଗାନ୍ଧିଛକ)ରେ ଥିବା ମଦ କାଉଣ୍ଟର ।ଯେଉଁ କାଉଣ୍ଟର କୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ । ଶେଷରେ ଆଜି ସ୍ଥାନୀୟ ଲୋକେ ତାତି ଦୋକାନ ର ତାଲା ଭାଙ୍ଗି ବା ସହ ଭିତରେ ଥିବା ସହ ସହ ମଦ ପେଟିକୁ ବୋହି ନେଇଯିବା ସହ ମଦ ବୋତଲ୍ କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।ସେପଟରେ ଖବର ପାଇ ଘଟଣା ସ୍ଥଳରେ ଧର୍ମଶାଳା ଥାନା ପୋଲିସ ପହଞ୍ଚି କିଛି ଯୁବକ ଙ୍କୁ କାବୁ କରିଥିବା ଦେଖିବାକୁ ମିଳିଛି ।

Singla, Balasore | Jul 27, 2026

MORE NEWS

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହର ର ରାସ୍ତା ବୁଡ଼ିଲା 
#TopFans #baleswar #bharatnewsodia

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହର ର ରାସ୍ତା ବୁଡ଼ିଲା #TopFans #baleswar #bharatnewsodia

Singla, Balasore | Jul 28, 2026

#ମଉସା_କହୁ_କହୁ_ରାଗିଲେ_ପ୍ରଶାସନ_ଉପରେ 
ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତର ରାଣୀଗୋଡ଼ା ଗ୍ରାମବାସୀ ।ରାଣୀଗୋଡ଼ା ଗ୍ରାମର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି
#bharatnewsodia #kamarda #Bhogarai #ranigoda #TopFans

#ମଉସା_କହୁ_କହୁ_ରାଗିଲେ_ପ୍ରଶାସନ_ଉପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତର ରାଣୀଗୋଡ଼ା ଗ୍ରାମବାସୀ ।ରାଣୀଗୋଡ଼ା ଗ୍ରାମର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି #bharatnewsodia #kamarda #Bhogarai #ranigoda #TopFans

Singla, Balasore | Jul 28, 2026

#ବିପଦ_ସଙ୍କେତ_ଛୁଇଁଲା_ଜଳକା_ନଦୀର_ଜଳସ୍ତର, ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୦ ମିଟର, ନଦୀର ଜଳସ୍ତର ବଢୁଥିବାରୁ ଏବଂ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି
#BASTA #mathania #baleswar #bharatnewsodia

#ବିପଦ_ସଙ୍କେତ_ଛୁଇଁଲା_ଜଳକା_ନଦୀର_ଜଳସ୍ତର, ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୦ ମିଟର, ନଦୀର ଜଳସ୍ତର ବଢୁଥିବାରୁ ଏବଂ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି #BASTA #mathania #baleswar #bharatnewsodia

Singla, Balasore | Jul 28, 2026

#ମଦ_ଦୋକାନକୁ_ବିରୋଧ_କରି_ତାତିଲେ_ଲୋକେ ତାଲା ଭାଙ୍ଗି ଲୁଟିନେଲେ ମଦ ପେଟି ।ଯିଏ ଯେତେ ପାରିଲା ନେଇଗଲା ।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ(ଗାନ୍ଧିଛକ)ରେ ଥିବା ମଦ କାଉଣ୍ଟର ।ଯେଉଁ କାଉଣ୍ଟର କୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ । ଶେଷରେ ଆଜି ସ୍ଥାନୀୟ ଲୋକେ ତାତି ଦୋକାନ ର ତାଲା ଭାଙ୍ଗି ବା ସହ ଭିତରେ ଥିବା ସହ ସହ ମଦ ପେଟିକୁ ବୋହି ନେଇଯିବା ସହ ମଦ ବୋତଲ୍ କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।ସେପଟରେ ଖବର ପାଇ ଘଟଣା ସ୍ଥଳରେ ଧର୍ମଶାଳା ଥାନା ପୋଲିସ ପହଞ୍ଚି କିଛି ଯୁବକ ଙ୍କୁ କାବୁ କରିଥିବା ଦେଖିବାକୁ ମିଳିଛି । - Singla News