Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

MORE NEWS

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହର ର ରାସ୍ତା ବୁଡ଼ିଲା 
#TopFans #baleswar #bharatnewsodia

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହର ର ରାସ୍ତା ବୁଡ଼ିଲା #TopFans #baleswar #bharatnewsodia

Singla, Balasore | Jul 28, 2026

#ମଉସା_କହୁ_କହୁ_ରାଗିଲେ_ପ୍ରଶାସନ_ଉପରେ 
ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତର ରାଣୀଗୋଡ଼ା ଗ୍ରାମବାସୀ ।ରାଣୀଗୋଡ଼ା ଗ୍ରାମର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି
#bharatnewsodia #kamarda #Bhogarai #ranigoda #TopFans

#ମଉସା_କହୁ_କହୁ_ରାଗିଲେ_ପ୍ରଶାସନ_ଉପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତର ରାଣୀଗୋଡ଼ା ଗ୍ରାମବାସୀ ।ରାଣୀଗୋଡ଼ା ଗ୍ରାମର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି #bharatnewsodia #kamarda #Bhogarai #ranigoda #TopFans

Singla, Balasore | Jul 28, 2026

#ବିପଦ_ସଙ୍କେତ_ଛୁଇଁଲା_ଜଳକା_ନଦୀର_ଜଳସ୍ତର, ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୦ ମିଟର, ନଦୀର ଜଳସ୍ତର ବଢୁଥିବାରୁ ଏବଂ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି
#BASTA #mathania #baleswar #bharatnewsodia

#ବିପଦ_ସଙ୍କେତ_ଛୁଇଁଲା_ଜଳକା_ନଦୀର_ଜଳସ୍ତର, ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୦ ମିଟର, ନଦୀର ଜଳସ୍ତର ବଢୁଥିବାରୁ ଏବଂ ୩ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି #BASTA #mathania #baleswar #bharatnewsodia

Singla, Balasore | Jul 28, 2026