Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କବିସୂର୍ଯ୍ୟନଗର: ଶ୍ରଦ୍ଧାପୁର ଠାରେ ଧାନ ସଂଗ୍ରହ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୁର ନିକଟ ବଡ଼ ରାଉଳ ରାସ୍ତାରେ ପୂର୍ତ୍ତ ବିଭାଗ ତତ୍ୱାବଧାନରେ ନିର୍ମିତ ହେବାକୁ ଥିବା ଧାନ ସଂଗ୍ରହ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ । ଏହି କେନ୍ଦ୍ର ନିର୍ମାଣ ହେବା ଫଳରେ ଚାଷୀ ମାନେ ନିଜ ଫସଲକୁ ସୁରକ୍ଷିତ ରଖିବାରେ ସହାୟକ ହେଵା ସହ ଧାନ ସଂଗ୍ରହ ବେଳେ ଚାଷୀ ଙ୍କ ଧାନ ମଧ୍ୟ ସୁରକ୍ଷିତ ରହିବ ବୋଲି କହିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସତୀଶ ରଞ୍ଜନ ତାରିଣୀ, ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା,ଅଙ୍ଗାର ଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ ଉପସ୍ଥିତ ଥିଲେ ।
କବିସୂର୍ଯ୍ୟନଗର: ଶ୍ରଦ୍ଧାପୁର ଠାରେ ଧାନ ସଂଗ୍ରହ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ - Kabisuryanagar News