Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ଢେଙ୍କାନାଳ ସଦର: ରାମେଶ୍ୱରପୁରଠାରେ ମା’ତାରିଣୀଙ୍କର ୧୫ତମ ଜନ୍ମୋତ୍ସବର ପୂର୍ଣାହୁତି

ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ୱରପୁରସ୍ଥିତ ଜଗତ୍ କଲ୍ୟାଣମୟୀ ମା’ତାରିଣୀଙ୍କର ବାର୍ଷିକୀ ଜନ୍ମୋତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଗତ ମଙ୍ଗଳବାର କଳସଯାତ୍ରା ଓ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ଅଦ୍ୟ ସକାଳୁ ଗୋ-ପୂଜା, ସୂର୍ଯ୍ୟପୂଜା, ଠାକୁରାଣୀଙ୍କର ଉପଚାର, ମହାସ୍ନାନ, ହବନ, ବିଭିନ୍ନ ଭୋଗ ଲାଗିବା ସହିତ ପଣା ଲାଗି କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

MORE NEWS