ଫୁଲବାଣୀ ସହର: ଫୁଲବାଣୀ ଆଇ.ଟି.ଆଇମାଇ ଭାରତ ତରଫରୁ
ଡ଼ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଇ ଭାରତ ତରଫରୁ ଡ଼ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ସରକାରୀ ଆଇ ଟି ଆଇ ଫୁଲବାଣୀ ଠାରେ ଡ଼ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଜନ୍ମ ବାର୍ଷିକ କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଶିକ୍ଷା ବିଭାଗର ଏ ଏସ ଆଇ ନବ କିଶୋର ରଥ ଯୋଗ ଦେ ଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆ ଇ ନି ଯିବି ଭଗବାନ ମହାନ୍ତି, ବାଲାଜୀ କଲେଜ ର ଅଧ୍ୟକ୍ଷ ବ୍