Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିରୋଧୀ କହିଦେଲେ କେହି ଗିରଫ ହେବେନି, ଲୋକସେବା ଭଵନରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟିକା ସୀମାରାଣୀ ନାୟକ

ବିରୋଧୀ କହିଦେଲେ କେହି ଗିରଫ ହେବେନି | ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି ଆଗକୁ ମଧ୍ୟ ଦେବେ । ମହିଳା ଭାବେ କହିବି ଯାହା ହୋଇଛି ଠିକ ନୁହେଁ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ ତାକୁ ରାଜନୈତିକ ମୁଦା ବନେଇବା ଠିକ ନୁହେଁ । ବିରୋଧୀ ଙ୍କ କହିବା ଅନୁଯାୟୀ କେହି ଗିରଫ ହୁଅନ୍ତି ନାହିଁ ।' - ସୀମା ରାଣୀ ନାୟକ, ବିଜେପି ବିଧାୟିକା