ଛତ୍ରପୁର: ବିଇଏମସି ଘର ଟିକସ ରହିତାଦେଶ ପ୍ରସଂଗ, ବ୍ରହ୍ମପୁର ଠାରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ ପୀତବାସ ଇ
ବ୍ରହ୍ମପୁର ମହାନଗର ନିଗମରେ ବର୍ଧିତ ଘର ଟିକସ ଆଦାୟ କୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ।ହାଇକୋର୍ଟ ଏହି ମାମଲାରେ ରହିତାଦେଶ ଜାରି କରିଛନ୍ତି। ତେବେ ଘଟଣାକୁ ନେଇ ବ୍ରହ୍ମପୁର ଠାରେ ରବିବାର ସଂଧ୍ୟାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପଣ୍ଡା।