ବିରିଡି: ଜଗତସିଂହପୁରରେ ବନ୍ଦେ ମାତରମ୍ ଗୀତର 150 ତମ ପୂର୍ତ୍ତି ଅବସରରେ ସାମୂହିକ ଗାନ
ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ବତୀମୀରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ୍ଦେ ମାତରମ୍ ଗୀତର 150 ତମ ପୂର୍ତ୍ତି ଅବସରରେ ସାମୂହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ।