ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତ ଅଞ୍ଚଳରେ ଗତ ରାତି ପ୍ରାୟ ୧୧ଟା ସମୟରେ ବେହେଡା ଜଙ୍ଗଲରୁ ବାହାରି ଉମରକୋଟ–ରାଇଘର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତିକ୍ରମ କରୁଥିବା ସମୟରେ ଗୋଟିଏ ହେଟାବାଘକୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗାଡି ଧକ୍କାରେ ହେଟାବାଘଟି ଗୁରୁତର ଆହତ ହୋଇ ସେଠାରେ ମୃତ୍ୟୁବରଣ କରିଥିଲା। ଘଟ