ହିନ୍ଦୋଳ: ହିନ୍ଦୋଳ ପାଇକ ପୁରୁଣାକୋଟ ରାସ୍ତାରେ ଆଣ୍ଡରଟେକର ହାତୀ, ସତର୍କ ରୁହନ୍ତୁ!
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ପାଇକ ପୁରୁଣାକୋଟ ରାସ୍ତାରେ ବୁଲୁଛି ଆଣ୍ଡରଟେକର ହାତୀ। ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାରେ ଯାତ୍ରା ନ କରିବାକୁ ପରାମର୍ଶ। ହାତୀ ଦେଖିଲେ ହର୍ଣ୍ଣ ବଜାନ୍ତୁ ନାହିଁ କିମ୍ବା ଫଟୋ ପାଇଁ ପାଖକୁ ଯାଆନ୍ତୁ ନାହିଁ।