ହିନ୍ଦୋଳ: କପିଳାସରେ ଶିଶୁ ହାତୀର ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ
ଢ଼େଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ୯ ବର୍ଷୀୟ ଶିଶୁ ହାତୀ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ପରିବେଶପ୍ରେମୀ। #Kapilas #ElephantDeath #Dhenkanal #OdishaNews