Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ପୋଲସରା: ମାଣିତରା ଗ୍ରାମରେ ସରକାରୀ ଜାଗାରୁ ଜବରଦଖଲ ଉଛେଦ କଲା ପ୍ରଶାସନ

Polasara, Ganjam | Nov 25, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତାର ଗ୍ରାମରେ ସରକାରୀ ଜାଗା ଜବରଦଖଲ କୁ ହଟାଯାଇଛି l ପୂର୍ବରୁ ଜବର ଦଖଲ ଉଛେଦ ନେଇ ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଥିବା ବେଳେ ଆଜି ବୁଗୁଡ଼ା ତହସିଲଦାର ତାପସ ରାଉତ ଙ୍କ ତତ୍ୱାବଧାନ ରେ ବହୁ ପୋଲିସ ଫୋର୍ସ ଗ୍ରାମରେ ମୁତୟନ ହୋଇଥିଲେ l ସଦଳେ ବଳେ ପ୍ରଶାସନ ପକ୍ଷରୁ ଗ୍ରାମର ପହଞ୍ଚି ଚିହ୍ନଟ ସାରାକରୀ ସ୍ଥାନ ଉପରୁ ବେଆଇନ ନିର୍ମାଣ ଉଛେଦ କରାଯାଇଥିଲା l ଜେସିବି ମେସିନ ଦ୍ୱାରା ନିର୍ମାଣ ଧିନ ଘର ଗୁଡିକ ଭାଙ୍ଗି ଉଛେଦ କରାଯାଇଥିବା ବେଳେ 16 ଟି ଦୋକାନ ଘର ସହ ବହୁ ଘର ଉଛେଦହୋଇଛି l