Public App Logo
#ବହୁ_ଚର୍ଚ୍ଚିତ_ପୁଷ୍ପା_ଗ୍ୟାଙ୍ଗ_ଗିରଫ #rishitv #hilights #viralreelsシ #puspagang #arrest #police #tarbha #Subarnapur ସୁବର୍ଣ୍ଣପୁର ପୋଲିସକୁ ବଡ ସଫଳତା । ବହୁ ଚର୍ଚ୍ଚିତ ପୁଷ୍ପା ଗ୍ୟାଙ୍ଗକୁ ଗିରଫ କରିଛି ତରଭା ଥାନା ପୋଲିସ । ବିଭିନ୍ନ ସମୟରେ ଭୁବନେଶ୍ୱର ରେ ଆତଙ୍କ ଚଳାଇଥିଲେ ଏହି ଗ୍ୟାଙ୍ଗ । ଗ୍ୟାଙ୍ଗର ମୁଖ୍ୟ ପୁଷ୍ପା ଓରଫ୍ ପି. ରାମଲୁ ରାଓ ଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୧୩ ଟି ମାମଲା । ସେହିପରି ପ୍ରତ୍ୟୁଷ ପ୍ରିୟାଂଶୁ ନାଏକଙ୍କ ନାମରେ ରାଜି ୩ ଟି ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ତରଭା ଥାନା ଅନ୍ତର୍ଗତ ଶିବତୁଲା ଗାଁ ର ରାଜେଶ ନାଏକ ବୋଲି ସୂଚନା ମିଳିଛି । ଗତକାଲି ତରଭା ଅଞ୍ଚଳରେ ଏକ ବଡ ଅପରାଧିକ ମାମଲା କରିବାକୁ ଯିବା ଆଗରୁ ଗ୍ୟାଙ୍ଗ ର ତିନି ଜଣକୁ ଗିରଫ କରିଛି ତରଭା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ - Sonapur News