Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ନୂଆଗଡ ଠାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ବୈଠକ ଅନୁଷ୍ଠିତ ।

Kabisuryanagar, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଗ୍ରାମ ପରିସରରେ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜର ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମାଜର କର୍ମକର୍ତ୍ତା ମାନେ ପ୍ରଥମେ କୁଳ ଦେବତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୁଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ସଂପାଦକ ନୀଳାଞ୍ଚଳ ପୋଲେଇ, ଅଞ୍ଚଳ ପରିଷଦ ସଭାପତି ଯୋଗିନ୍ଦ୍ର ବିଷୋୟୀ, ଉପ ସଭାପତି ମହେଶ୍ୱର ଭୂୟାଁ, ଅଞ୍ଚଳ ପରିଷଦ ସଂପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଅଞ୍ଚଳ ପରିଷଦ ସଂଗଠକ ସଂପାଦକ ମନୋଜ କୁମାର ପ୍ରଧାନ ଉପସ୍ଥିଲେ।