ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାସ୍ତା ପ୍ରଶସ୍ତୀକରଣ: ଟେଣ୍ଡର ପରେ କାହିଁକି ଅଟକିଛି କାର୍ଯ୍ୟ?
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ କେବେ ସରିବ? ଲକ୍ଷାଧିକ ଟଙ୍କାର ଟେଣ୍ଡର ପରେ ବି କାମ ଆରମ୍ଭ ନହେବାରୁ ବଢୁଛି ଦୁର୍ଘଟଣା। ପ୍ରଶାସନର ମନମାନି ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ସହରବାସୀ।