ଜଗତସିଂହପୁର: ଜଗତସିଂହପୁରରେ ପାଳିତ ହେଲା 157ତମ ଗାନ୍ଧୀ ଜୟନ୍ତୀ: କୃତୀ ଛାତ୍ରଛାତ୍ରୀ ପୁରସ୍କୃତ
ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ 157ତମ ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗାନ୍ଧୀଜୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶ ଉପରେ ଆଲୋଚନା କରାଯିବା ସହ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।