ବିଷମକଟକ: ନାଗାଲାଣ୍ଡରେ ସହିଦ ହେଲେ ରାୟଗଡ଼ାର ବୀର ଯବାନ ଭି. ତେଜା
ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ରାୟଗଡ଼ାର ଯବାନ ଭି. ତେଜା ସହିଦ ହୋଇଛନ୍ତି। ଖୁବଶୀଘ୍ର ତାଙ୍କର ବାହାଘର ଥିବାବେଳେ ଏଭଳି ଦୁଃଖଦ ଖବର ପରିବାରକୁ ଭାଙ୍ଗି ଦେଇଛି। ତେଜା ନିଜର ଅଙ୍ଗଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।