ଦର୍ଲିପାଲି ଗୁଳିକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା!
ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ଧାରଣାରେ ବସିଲେ ଉତ୍ତ୍ୟକ୍ତ ଲୋକେ, ୟୁଏଫଟିଓଏ (UFTOA) କାର୍ଯ୍ୟାଳୟରେ ନିଆଁ ଲଗାଇଲେ!
#Sundargarh #Darlipali #FiringIncident #BreakingNews #OdishaNews #ViralNews #JusticeForVictim #rise
Sundargarh, Sundargarh | Nov 6, 2026