କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ: ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
କଣ୍ଟାବାଞ୍ଜି ଚିଲ୍ଡ୍ରେନ୍ସ ପାର୍କ ନିକଟରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ବନ ବିଭାଗ ଘଟଣାର ତଦନ୍ତ ଚଳାଇଛି। ଅଞ୍ଚଳରେ ଭାଲୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।