ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେପି ର ନୂଆ ରାଜ୍ୟ ସଭାପତି ଚୟନ ପ୍ରକ୍ରିୟାକୁ ନେଇ ବାଣୀବିହାର ରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସଭାପତି ମନମୋହନ ସାମଲ
ବିଜେପିର ରାଜ୍ୟ ସଭାପତି ନେଇ ତିନିଦିନ ଧରି ଚାଲିବ ଚର୍ଚ୍ଚା। ନିଶ୍ଚିତ ଭାବରେ ରାଜ୍ୟରେ ଜଣେ ନୂତନ ସଭାପତି ହେବେ। ତରବର ନହୋଇ ଧର୍ଯ୍ୟ ରଖିଲେ ଆପଣ ଜାଣିପାରିବେ। ସରକାର ଗଠନ ସାଧାରଣ ଲୋକ କରିଛନ୍ତି। ଆମ କାର୍ଯ୍ୟକର୍ତା ଅଖଣ୍ଡ ପରିଶ୍ରମ କରିଛନ୍ତି। ଆମ ବ୍ୟବସ୍ଥା ଏବଂ ବିଚାରଧାରାରେ ବ୍ୟକ୍ତିଗତ ଶ୍ରେୟ ନାହିଁ। ରାଜ୍ୟ ସଭାପତି ନେଇ ଆମ ଦଳ ଆଉ ରାଷ୍ଟ୍ରୀୟ ଦଳ ନିଷ୍ପତ୍ତି ନେବେ। ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତା ଭାବେ 50 ଧରି କାମ କରୁଛି ଆଉ ସବୁଦିନ କରିବି।