Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ବ୍ୟାସନଗର ପୌରପାଳିକାର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଭଟିଆ ଗ୍ରାମର ଅଧିଷ୍ଠାତ୍ରୀ ମା' ବୀର ବ୍ୟାହୁତୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସ୍ଥାନୀୟ ବିଧାୟକ ଶ୍ରୀ ଆକାଶ ଦାସନାୟକଙ୍କ ବିଧାୟକ ପାଣ୍ଠି ଅନୁଦାନରେ ନିର୍ମିତ ଏହି ନବକଳେବର ମନ୍ଦିରକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଲୋକେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। #ବ୍ୟାସନଗର #ଭଟିଆଗ୍ରାମ #ମା_ବୀର_ବ୍ୟାହୁତୀ #ମନ୍ଦିର_ସୌନ୍ଦର୍ଯ୍ୟକରଣ #ଆକାଶ_ଦାସନାୟକ #ଯାଜପୁରରୋଡ଼ #ବିକାଶ_କାର୍ଯ୍ୟ #ଧାର୍ମିକ_ଉନ୍ନୟନ #ବିଧାୟକ_ପାଣ୍ଠି #ଓଡ଼ିଶା_ଖବର #JajpurRoad #Vyasanagar #TempleRenovation #OdishaNews #DevelopmentWork #news7odia

Korai, Jajpur | Jun 5, 2026

MORE NEWS

କେନ୍ଦ୍ରାପଡ଼ା ମହାକାଳପଡ଼ା  ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo 
#OdishaNews_ChameliOjha #marriageadvice  #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

କେନ୍ଦ୍ରାପଡ଼ା ମହାକାଳପଡ଼ା ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo #OdishaNews_ChameliOjha #marriageadvice #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

Korai, Jajpur | Jun 12, 2026

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା
ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।
#InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। #InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo

Korai, Jajpur | Jun 12, 2026

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି 
#Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha 
#news7odia #BJPGovernment

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି #Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha #news7odia #BJPGovernment

Korai, Jajpur | Jun 11, 2026

#ଅନ୍ୟାୟ_ବିରୋଧରେ_ସ୍ୱର_ଉଠାଇବା_କଣ_ଭୁଲ #ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ 
କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍‌ ସମ୍ମୁଖରେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ବିରୋଧର ଶିକାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଲାଇଭ୍ କରୁଥିବା ଅଭିଯୋଗକୁ କେନ୍ଦ୍ର କରି ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ହେବାରୁ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
#Kendrapada #Mahakalapada #ChameliOjha #OdishaNews #PanchayatNews #Odisha #NewsUpdate #SocialMediaLive #news7odia #BJPGovernment #Odisha #viralvideo #videoviral

#ଅନ୍ୟାୟ_ବିରୋଧରେ_ସ୍ୱର_ଉଠାଇବା_କଣ_ଭୁଲ #ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍‌ ସମ୍ମୁଖରେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ବିରୋଧର ଶିକାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଲାଇଭ୍ କରୁଥିବା ଅଭିଯୋଗକୁ କେନ୍ଦ୍ର କରି ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ହେବାରୁ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। #Kendrapada #Mahakalapada #ChameliOjha #OdishaNews #PanchayatNews #Odisha #NewsUpdate #SocialMediaLive #news7odia #BJPGovernment #Odisha #viralvideo #videoviral

Korai, Jajpur | Jun 11, 2026

#ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ 
ସୋସିଆଲ ମିଡିଆରେ ଭାଇରଲ ସରପଞ୍ଚ ଚାମେଲୀ ଓଝାଙ୍କୁ କାହିଁକି ଗିରଫ କଲା ପୋଲିସ ll
#Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha 
#news7odia #BJPGovernment

#ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ ସୋସିଆଲ ମିଡିଆରେ ଭାଇରଲ ସରପଞ୍ଚ ଚାମେଲୀ ଓଝାଙ୍କୁ କାହିଁକି ଗିରଫ କଲା ପୋଲିସ ll #Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha #news7odia #BJPGovernment

Korai, Jajpur | Jun 11, 2026