Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। #InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo

Korai, Jajpur | Jun 12, 2026

MORE NEWS

#ଯାଜପୁରରେ_ବିଦ୍ୟୁତ_କର୍ମଚାରୀଙ୍କ_ସ୍ୱାଗତ_ଓ_କୃତଜ୍ଞତା_ସମାରୋହ
ଯାଜପୁର ଜିଲ୍ଲାର ପାଣିକୋଇଲି ଛକରେ ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ସ୍ୱାଗତ ଓ କୃତଜ୍ଞତା ସମାରୋହ ଅନୁଷ୍ଠିତ ହୋଇଛି। ବିଗତ ଦିନରେ ଛଟେଇ ହୋଇଥିବା ପିଏସଏସ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଏବଂ ଛଟେଇ ଉପରେ ରୋକ ଲାଗିଥିବା ପ୍ରସଙ୍ଗରେ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ଖୁସି ବ୍ୟକ୍ତ କରିଥିଲେ।
#ଯାଜପୁର #ପାଣିକୋଇଲି #ବିଦ୍ୟୁତ_କର୍ମଚାରୀ
#ଓଡ଼ିଶା_ବିଦ୍ୟୁତ_କର୍ମଚାରୀ_ମହାସଂଘ #ପୁନଃନିଯୁକ୍ତି
#ଛଟେଇ_ରୋକ #ଦିଲୀପ_ରାୟ #କର୍ମଚାରୀ_ଆନ୍ଦୋଳନ
#News7Odia #OdishaNews #JajpurNews
#Panikoili #ElectricityEmployees #OdishaUpdates #BreakingNews

#ଯାଜପୁରରେ_ବିଦ୍ୟୁତ_କର୍ମଚାରୀଙ୍କ_ସ୍ୱାଗତ_ଓ_କୃତଜ୍ଞତା_ସମାରୋହ ଯାଜପୁର ଜିଲ୍ଲାର ପାଣିକୋଇଲି ଛକରେ ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ସ୍ୱାଗତ ଓ କୃତଜ୍ଞତା ସମାରୋହ ଅନୁଷ୍ଠିତ ହୋଇଛି। ବିଗତ ଦିନରେ ଛଟେଇ ହୋଇଥିବା ପିଏସଏସ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଏବଂ ଛଟେଇ ଉପରେ ରୋକ ଲାଗିଥିବା ପ୍ରସଙ୍ଗରେ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ଖୁସି ବ୍ୟକ୍ତ କରିଥିଲେ। #ଯାଜପୁର #ପାଣିକୋଇଲି #ବିଦ୍ୟୁତ_କର୍ମଚାରୀ #ଓଡ଼ିଶା_ବିଦ୍ୟୁତ_କର୍ମଚାରୀ_ମହାସଂଘ #ପୁନଃନିଯୁକ୍ତି #ଛଟେଇ_ରୋକ #ଦିଲୀପ_ରାୟ #କର୍ମଚାରୀ_ଆନ୍ଦୋଳନ #News7Odia #OdishaNews #JajpurNews #Panikoili #ElectricityEmployees #OdishaUpdates #BreakingNews

Korai, Jajpur | Jun 13, 2026

କେନ୍ଦ୍ରାପଡ଼ା ମହାକାଳପଡ଼ା  ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo 
#OdishaNews_ChameliOjha #marriageadvice  #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

କେନ୍ଦ୍ରାପଡ଼ା ମହାକାଳପଡ଼ା ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo #OdishaNews_ChameliOjha #marriageadvice #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

Korai, Jajpur | Jun 12, 2026

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି 
#Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha 
#news7odia #BJPGovernment

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି #Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha #news7odia #BJPGovernment

Korai, Jajpur | Jun 11, 2026

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। #InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo - Korai News