Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

MORE NEWS

Dust Menace Sparks Massive Protest in Biramitrapur: Residents Block NH-143, Demand Immediate Road Repairs and Permanent Solution . #biramitrapur #odisha

Raurkela M, Sundargarh | Aug 2, 2026

ସପ୍ତାହ ରୁ ଉର୍ଦ୍ଧ୍ୱ କାଳ ହେଲା ରାଉରକେଲା ଟି ସି ଆଇ ଛକ ଜଙ୍କସନ୍ ରେ ଥିବା ହାଇୱେ ର ହାଇମାଷ୍ଟ ଲାଇଟ୍ ଜଳୁ ନାହିଁ । ସେଠାରେ ଅନ୍ୟ କୌଣସି ଲାଇଟ୍ ବ୍ୟବସ୍ଥା ନାହିଁ। ଫଳରେ ଉକ୍ତ ରାଜପଥରେ ଯାତାୟାତ ବିପଜ୍ଜନକ ହୋଇ ପଡ଼ିଥିବା ବେଳେ ଏହା ର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଆଜି ଠାରୁ ଶ୍ରାବଣୀ ମେଳା ଆରମ୍ଭ ହେଉ ଥିବାରୁ ଏହି ହାଇମାଷ୍ଟ ଲାଇଟ୍ ଶୀଘ୍ର ଠିକ୍ କରିବାକୁ ଦାବି ହୋଇଛି। ଏ ବାବଦରେ ଟ୍ରାଫିକ ବିଭାଗ ପକ୍ଷରୁ କର୍ତ୍ତୃପକ୍ଷ ସୂଚିତ ମଧ୍ୟ କରା ଯାଇଛି। ତଥାପି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି। #rourkela #odisha

- Raurkela M News