Public App Logo
Jansamasya
Haryana
Uttarakhand
Crimenews
Education
Bareilly
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Indianrailways
Letestnews

ବଡସାହି: ଓରାଚନ୍ଦାବିଲା ଠାରେ ଜବତ ହାଇୱାର ଇ-ଟ୍ରାଞ୍ଜିଟ ପରମିଟରେ ଲୋଡିଂ ପଏଣ୍ଟରେ ତାଳମେଳ ନଥିବାରୁ ଅଟକରଖି ଅଧିକ ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ

Barsahi, Mayurbhanj | Dec 1, 2025
ବେତନଟୀ ଥାନା ଅଧିନ ଓରା ଚନ୍ଦାବିଲା ଠାରେ ଜବତ ବାଲିବୋଝେଇ ହାଇୱାକୁ ଅଟକରଖି ସୋମବାର ଅପରାହ୍ନ ପାଞ୍ଚଟାରେ ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ସୂଚନା ମୁତାବକ ଓରା ଚନ୍ଦାବିଲା ଅଞ୍ଚଳରେ ପେଟ୍ରୋଲିଙ୍ଗ ସମୟରେ ବେତନଟୀ ପୁଲିସ ପେଟ୍ରୋଲିଙ୍ଗ ଟିମ ଓଡି -୧୧ ଏଏଚ -୬୬୫୧ନମ୍ବର ବିଶିଷ୍ଟ ବାଲି ବୋଝେଇ ହାଇୱାକୁ ଅଟକ ରଖିଥିଲେ l ହାଇୱା ଚାଳକ ଜଣକ ଦେଇଥିବା ଇ -ଟ୍ରାଞ୍ଜିଟ ପରମିଟ ଅସଲି ଏବଂ ବୈଧ ବୋଲି ମୟୁରଭଞ୍ଜ ଜିଲ୍ଲାଖଣି ବିଭାଗ କହିଛି l

MORE NEWS