Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ଟାଉନ ଥାନା ନିକଟ ଘରୁ ଶସସ୍ତ୍ର ଡକାୟତି ଘଟଣାରେ ଏବେବି ଲାଗି ରହିଛି ସସ୍ପେନସ,ଆସନ୍ତାକାଲି ହୋଇପାରେ ସାମ୍ବାଦିକ ସମ୍ମିଳନି

Orient, Jharsuguda | Nov 27, 2025
ଝାରସୁଗୁଡା ଜିଲ୍ଲା ଟାଉନ ଥାନା ନିକଟ ଘରୁ ଶସସ୍ତ୍ର ଡକାୟତି ଘଟଣାରେ ଏବେ ବି ଲାଗି ରହିଛି ସସ୍ପେନସ, ପୋଲିସ ଏପର୍ଯ୍ୟନ୍ତ କୋୖଣସି ସ୍ୱଷ୍ଟ ସୂଚନା ଦେଇନାହିଁ। ତେବେ ପୋଲିସ ହାତରେ ଏହି ଘଟଣା ଘଟେଇଥିବା ଏକାଧିକ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡିଛନ୍ତି, ଏହାକୁ ନେଇ ପୋଲିସ ପକ୍ଷରୁ ଅଧିଲ ତଦନ୍ତ କରାଯାଉଛି। ଏହି ଲୁଟ ଘଟଣାରେ ସ୍ତାନୀୟ ଅଞ୍ଚଲର କେହି ସମ୍ପୃକ୍ତ ଥିବା ନେଇ ସ୍ଥାନୀୟ ଅଞ୍ଚଲରେ ଚର୍ଚା ଜୋର ଧରିଛି। ତେବେ ଏହାକୁ ନେଇ ପୋଲିସ ପକ୍ଷରୁ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀ ହୋଇପାରେ ବୋଲି ଆଜି ରାତି ନଅଟା ସମୟରେ ଜଣାପଡ଼ିଛି।