ସୋରଡା: ସୋରଡ଼ାରେ ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ, ୨ ଗିରଫ
Surada, Ganjam | Sep 29, 2026 ଗଞ୍ଜାମ ଜିଲ୍ଲା ସୋରଡ଼ା ବନାଞ୍ଚଳରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ିରୁ ଆସିକା ଯାଉଥିବା ଟାଟା ଯୋଦ୍ଧା ଗାଡ଼ିରୁ ୧୪ ଟି ଶାଳ ଗଣ୍ଡୀ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ କାଠର ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।