Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କବିସୂର୍ଯ୍ୟନଗର: ଖରିଫ ଧାନ କ୍ରୟ ପାଇଁ ବେଗୁନିଆପଡା ବ୍ଲକ ପରିସରରେ ପ୍ରସ୍ତୁତି ବୈଠକ

କୃଷି ଓ କୃଷକ ର ଉର୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତାରେ କିନ୍ତୁ ଆନ୍ତରିକତାର ଅଭାବ ଦେଖିବାକୁ ମିଳିଛି । ଏହି ଭଳି ଏକ ଘଟଣା ଘଟିଛି ବେଗୁନିଆପଡା ବ୍ଲକରେ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଗୁରୁବାର ଦିନ ଖରିଫ ଧାନ କ୍ରୟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗଦେଇ ଆଜି ପର୍ଯ୍ୟନ୍ତ ବେଗୁନିଆପଡା ବ୍ଲକ ରେ କୌଣସି ଚାଷୀ ଠାରୁ ଧାନ କ୍ରୟ କାହିଁକି ଆରମ୍ଭ ହୋଇନାହିଁ । ଏଥିରେ କଣ ଅସୁବିଧା ରହିଛି । କେତେ ଚାଷୀ ପଞ୍ଜିକରଣ କରିଛନ୍ତି ଆଦି ବିଷୟରେ ଆଲୋକରାଯାଇଥିଲା।